ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ମହୁଲି ମଦ ଅବାଧ କାରବାର କୁ ସ୍ଥାନୀୟ ଗ୍ରାମର ମହିଳା ଗୋଷ୍ଠୀ ସଦସ୍ୟା ମାନେ ବିରୋଧ କରିଛନ୍ତି। ଆଜି ଲାଖପଡା ବିର୍ଶୁ ସାଲେପାଲି ଓ ଛାମୁଣ୍ଡା ଗ୍ରାମ ର ମହିଳା ଗୋଷ୍ଠୀ ସଦସ୍ୟା ମାନେ ଅବକାରୀ ବିଭାଗ ଉପସ୍ଥିତ ରେ ମଦ ଭାଟି ଭାଙ୍ଗି ଦେଇଛନ୍ତି।