କଟକ ପୌରାଞ୍ଚଳ: କଟକ ସହରରେ ଧୂମଧାମରେ ଗଣେଶ ପୂଜା ଆରମ୍ଭ, ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, କଟକ ଡିସିପିଙ୍କ ସୂଚନା
Cuttack M Corp PS, Cuttack | Aug 27, 2025
କଟକ ସହରରେ ଧୂମଧାମରେ ଗଣେଶ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି...