ବରୀ ରାମଚନ୍ଦ୍ରପୁର: ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଯୋଜନାକୁ ନେଇ ବ୍ୟାସନଗର ସ୍ଥିତ ଟାଉନ ହଲରେ ସୂଚନା ଦେଲେ ସାଂସଦ
ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଯୋଜନାକୁ ନେଇ ବ୍ୟାସନଗର ସ୍ଥିତ ଟାଉନ ହଲରେ ସୂଚନା ଦେଲେ ସାଂସଦ ରବୀନ୍ଦ୍ରନାରାୟଣ ବେହେରା l ଜିଲ୍ଲାରେ ଏବେ ବିଶେଷ ଭାବରେ ପାନୀୟ ଜଳ,ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଛି l ତେବେ ଆଗାମୀ ଦିନରେ ଏହି ପ୍ରମୁଖ ସମସ୍ୟା ଗୁଡିକ କିଭଳି ସମାଧାନ ହେବ ଆଜି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ସାଂସଦ ଶ୍ରୀ ବେହେରା