ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳର ଅଗ୍ରଣୀ ସାଂକୃତିକ ଓ ସାମାଜିକ ଅନୁଷ୍ଠାନ ମାଇକ୍ରୋ ମିଡ଼ିଆ ଆୱାର ନେସ ପକ୍ଷରୁ ଅନୁଷ୍ଠାନର ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମୋହତ୍ସବ ଅବସରରେ ବିଶ୍ଵର ସର୍ବ କନିଷ୍ଟ ସହିଦ ବୀର ବାଜି ରାଉତ ଜନ୍ମ ଶତବାର୍ଷିକ ଉପଲକ୍ଷେ ସମସ୍ତ କାର୍ଯ୍ୟକ୍ରମକୁ ଉତ୍ସିଗିତ କରା ଯାଇଛି । ଏହି ଅବସରରେ ଆଜି ସକାଳ ୧୧ ଘଟିକା ସମୟରେ ମୁଖ୍ୟ ଚିକିତ୍ସାଳୟ ଥିବା ରକ୍ତ ଭଣ୍ଡାର ପରିସରରେ "ରକ୍ତ ଦାନ ମହତ ଦାନ" ଲକ୍ଷ୍ୟ ନେଇ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସଂଞ୍ଜୟ କୁମାର ମହାପାତ୍ର , ଅନ୍