ଛତ୍ରପୁର: ବ୍ରହ୍ମପୁର ଓମ୍ ନଗର ଠାରେ ଯୋଗ କେନ୍ଦ୍ରର ଉର୍ନତିକରଣ ପାଇଁ ଶୁଭ ଦେଲେ ବିଧାୟକ
ବ୍ରହ୍ମପୁର ୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଓମ୍ ନଗର ସ୍ଥିତ ଜୟ ସୀତା ରାମ ଯୋଗ କେନ୍ଦ୍ରର ଉର୍ନ୍ନତି ପାଇଁ ଶୁଭ ଦେଇଛନ୍ତି ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର। ଶନିବାର ପୂର୍ବାହ୍ନରେ ବିଧାୟକଙ୍କ ସହ ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ,ଗୋପାଳ ରଥ,ଅନୁପ ପଣ୍ଡା,ମଦନ ସାହୁ,ବୁଡୁ ପାତ୍ର,ସୁରେଶ ତ୍ରିପାଠୀ,ଙ୍କ ସହିତ ଯୋଗ କେନ୍ଦ୍ର ର ସମସ୍ତ ସଦସ୍ୟ ଗଣ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।