ବସ୍ତା: ଗହୀରସିମୁଳିଆ 60 ନମ୍ବର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱ ରେ ମା ପାଇଁ ଗଛଟିଏ' ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Basta, Balasore | Sep 17, 2025 ଆଜି ମା ପାଇଁ ଗଛଟିଏ' ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ‘ଏକ ପେଡ୍ ମା’ କେ ନାମ ୨.୦’ କାର୍ଯକ୍ରମ ଅଭିଯାନ ଅବସରରେ ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଗହୀର ସିମୁଳିଆ 60 ନମ୍ବର ଜାତୀୟ ରାଜପଥରେ 100 ରୁ ଉର୍ଧ୍ଵ ବୃକ୍ଷରୋପଣ କରାଯାଇଛି ଯାଇଛି |ଏହି କାର୍ଯ୍ୟ କ୍ରମରେ ବସ୍ତା ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ହିମାଂଶୁ ଭୂଷଣ ପଲେ