ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ବୁର୍ଲା, ଠାରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ର ସଫ୍ଟୱେର୍ ଏଡିସନ୍ ଗ୍ରାଣ୍ଡ୍ ଫାଇନାଲ ସଫଳତାର ସହ ଆୟୋଜନ କରିଥିଲା। ଦେଶର 60ଟି ନୋଡାଲ୍ ସେଣ୍ଟର୍ମାନଙ୍କ ମଧ୍ୟରୁ VSSUT ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମକୁ ଆୟୋଜନ ପାଇଁ ଚୟନ ହେଇଥିଲା ।
ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ ଅଂଶଗ୍ରହଣ କରିଥିବା ଦଳମାନଙ୍କୁ ପ୍ରେରଣା ଓ ଉତ୍ସାହ ଦେଇଥିଲା।
ଦେଶର ବିଭିନ୍ନ ଅଞ୍ଚଳରୁ 18ଟି ଦଳ 36 ଘଣ୍ଟିଆ ହାକାଥନ୍ରେ ଅଂଶଗ୍ରହଣ କରି କୋଡିଙ୍ଗ ଓ ସମସ୍ୟା-ସମାଧାନର ଅତ୍ୟନ୍ତ ଉତ୍କୃଷ୍ଟ କୌଶଳ ପ୍ରଦର୍ଶନ କରିଥିଲେ।