ସମ୍ବଲପୁର ମ୍ୟୁନିସିପାଲଟି: ଜଳ ଭଣ୍ଡାର ଗେଟ ଖୋଲିବା ପରେ ହୀରାକୁଦ ରେ ପ୍ରତିକ୍ରିୟା ରଖିଲେ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା
Sambalpur M, Sambalpur | Aug 23, 2025
ଆଜି ସକାଳ 10.30 ରେ ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲିବା ପରେ ହୀରାକୁଦ ରେ ଆଜି ପ୍ରତିକ୍ରିୟା ରଖିଲେ ଜଳ ଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା