ନବରଙ୍ଗପୁର ପୋଲିସ ଷ୍ଟେସନ: ଖୁଣ୍ଟିଆ ଗାଁରେ ଶିଶୁ କନ୍ୟା ଅପହରଣ ଖବର ପାଇ ପହଁଚିଲା ଶିଶୁ ହେଲ୍ପ ଲାଇନର ଏକ ଟିମ
ଖୁଣ୍ଟିଆ ଗାଁରେ ଶିଶୁ କନ୍ୟା ଅପହରଣ ଖବର ପାଇ ପହଁଚିଲା ଶିଶୁ ହେଲ୍ପ ଲାଇନର ଏକ ଟିମ ଶନିବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ରେ ଶିଶୁ ହେଲ୍ପଲାଇନ ଜିଲ୍ଲା ପ୍ରକଳ୍ପ ସଂଜଜିକI ଚିନ୍ମୟୀ ନାୟକ,କେସ ୱାର୍କର ରମେଶ ଚନ୍ଦ୍ର ପୂଜାରୀ ଓ ସଖି କର୍ମକର୍ତ୍ତା ଶିଶୁ କନ୍ୟା ଅପହରଣ ଖବର ଶୁଣି ଗ୍ରାମ - ଖୁଣ୍ଟିଆ , ବ୍ଲକ -ନନ୍ଦାହାଣ୍ଡି ଠାରେ ପହଞ୍ଚି ଥିଲେ