ପୋଲସରା: କାର୍ଯ୍ୟ ନଶରୁଣୁ ବାଲିପଦର କରସିଙ୍ଗି ରାସ୍ତା ଅବସ୍ଥା ବେହାଲ,ପ୍ରତିକ୍ରିୟା ଜରିଆରେ ଅଭିଯୋଗ ଆଣିଲେ ଅଞ୍ଚଳବାସୀ#jansamasya
Polasara, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଠାରୁ ବାଲିପଦର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ 33 ର ଅବସ୍ଥା କହିଲେ ନସରେ l ସରକାର ରସ୍ତା ର...