ତଲସରା: ବୁଡାବାହାଲ ସ୍ଥିତ ଏକ ଢ଼ାବା ନିକଟସ୍ଥ ଚାଷ ଜମିରୁ ସିମଡେଗା ଅଞ୍ଚଳର ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର
Talasara, Sundargarh | Aug 18, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକର ବୁଡାବାହାଲ ପ୍ରଦିପ ଢାବା ନିକଟସ୍ଥ ଚାଷ ଜମିରେ ସମଡେଗା ଅଞ୍ଚଳର...