ନୂଆଗାଁ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଜାହାଡିଟୋଲି ପରିସରରେ ଅମର ଜ୍ୟୋତି ଫାଉଣ୍ଡେସନ ଓ ରେକିଟ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବ୍ଲକସ୍ତରୀୟ ଡେଟଲ ସ୍କୁଲ ସ୍ବଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଜାହାଡିଟୋଲି ଗ୍ରାମପଞ୍ଚାୟତର ସରପଞ୍ଚ ନାନକି କୁଜୁର ସମ୍ମାନିତ ଅତିଥିଭାବେ ନୂଆଗାଁ ଏବିଇଓ ବନମାଳୀ ମଲ୍ଲିକ,CRCC ରମେଶ ଲାଖୁଆ,CRCC ଅଜୟ କୁମାର, କଲ୍ୟାଣ ସୁରିନ ଓ ପ୍ରଧାନ ଶିକ୍ଷୟି