ଅନୁଗୋଳ: ତୁଳସୀପାଳ ଗ୍ରାମରେ ହାତୀ ଉପଦ୍ରବ; ଚିନ୍ତାରେ ଚାଷୀ
Anugul, Angul | Oct 21, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ନିକଟରେ ହାତୀ ଉପଦ୍ରବ ଯୋଗୁଁ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହେଉଛନ୍ତି।