ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୦ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ
ପତଞ୍ଜଳି ଯୋଗକେନ୍ଦ୍ର ଆୟୋଜିତ ଆଲୋଚନାଚକ୍ର ଉତ୍କଲିୟ ସାମାଜିକ ସଂସ୍କୃତିକ ଓ ଆଧ୍ୟାତ୍ମିକ ଆୟୋଜିତ
ସେକ୍ଟର ୧୪ତାରିଖ ସକାଳ ୭ଟାରୁ ଡିନ ୮ଟା ୩୦ମିନିଟ ପର୍ଯ୍ୟନ୍ତ ସେକ୍ଟର ୨୦ ସ୍ଥିତ ପତଞ୍ଜଳି ଯୋଗ କେନ୍ଦ୍ରର ଯୋଗ ଶିକ୍ଷକ ହେମନ୍ତ କୁମାର ଜେନାଙ୍କ ତତ୍ୱାବଧାନରେ ତଥା ଯୋଗ ଶିକ୍ଷକ ଗଙ୍ଗା ପଣ୍ଡା କାର୍ଯ୍ୟକ୍ରମକୁ ସଂଚାଳନ କରୁଥିବା ବେଳେ ଯୋଗ ଶିକ୍ଷିକା ଶ୍ରୀମତୀ ମନୋରମା ରାଉତ ସହଯୋଗ କରିଥିବା ଅବସରରେ ମୁଖ୍ୟ ଅତିଥି ଭାବେ ବିଭୂବ ପ୍ରସାଦ ନାୟକ ଯୋଗ ଦେଇ ଭାଗବତ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିବା ସହ ଭାଗବତର ପୁନଃ ଉଦ୍ଧାର ଉପରେ ପ୍ରାଧାନ୍ୟ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା କବି ଶ୍ରୀମତୀ ସୁସ୍ମିତା ମହାପାତ୍ର ଯୋଗ ଦେଇ ଭଗବତର ଆଲୋଚନା କରିଥିଲେ, ଏହି କାର୍ଯ୍ୟକ୍ର,