ବୁର୍ଲା ଭିମସାରରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ 3 ଟେସଲା MRI ମେସିନ୍ ଓ ନୂତନ SNCU କୋଠା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ମେସିନ୍ ଓ SNCU କୋଠାର ଉଦଘାଟନ କରିଛନ୍ତି । ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ଅତ୍ୟାଧୁନିକ MRI ମେସିନ୍ ରେ ଉଚ୍ଚ କ୍ଷମତା ସମ୍ପନ୍ନ ସରଞ୍ଜାମ ଲାଗିଛି। ସେହିପରି ୬ ମହଲା ବିଶିଷ୍ଟ SNCU କୋଠା ୫ କୋଟି ୧୨ ଲକ୍ଷ ୬୫ ହଜାର ଟଙ୍କାର ନିର୍ମିତ ହୋଇଛି। ଏହି କୋଠାରେ ନୂତନ SNCU ଅତ୍ୟାଧୁନିକ ୮୦ ବେଡ ରହିଛି । ଆଜି ଠାରୁ ପୁଣି ଭିମସାର୍ ରେ MRI ସେବା ଆରମ୍ଭ ହେବ । ଅନେକ ଗରିବ ଲୋକ ଏହାର ଲାଭ ପାଇ ପାରିବେ l ଏହି ଅବସରରେ ଅନ୍ୟ ମାନଙ