ଆଜି ଜାନୁଆରୀ 31 ତାରିଖ ଶନିବାର ଅପରାହ୍ନ 4:45 ରେ BGR କମ୍ପାନୀର ଏହି ନମ୍ୱର ବିହୀନ ପାଞ୍ଚଟି ଗାଡିକୁ ହେମଗିର ପୋଲିସ OCPL କମ୍ପାନୀ ସମ୍ମୁଖରୁ ଜବତ କରିଛି। BGR କମ୍ପାନୀର ଏହି ବେଆଇନ ଗାଡ଼ି ଚାଳନା , ଗାଡ଼ିରେ କ୍ଷମତା ଠାରୁ ଢେର ଅଧିକ ଓଜନର ପରିବହନ କରିବା ଏବଂ ସର୍ବସାଧାରଣ ରାସ୍ତାକୁ ନଷ୍ଟ କରିବା ଆଦି ଘଟଣା ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଏହି ପଦକ୍ଷେପ ହେମଗିର ପୋଲିସ ନେଇଛି। ପୂର୍ବାହ୍ନରେ ସରବାହାଲ ନିକଟରେ କେତେକ ଲୋକ ଏହି ବେ ଆଇନ କାରବାରକୁ ରୋକିବାରୁ BGR କମ୍ପାନୀର କେତେ ଜଣ ଅଧିକାରୀ କିଛି ମୁଷ୍ଟି ମେୟ ଲୋକଙ୍କୁ ନେଇ ଗଣ୍ଡଗୋଳ ଭିଆଇ ଥିଲେ। ତେବେ ପବ୍ଲିକ