ଅତାବିରା: କୁଲୁଣ୍ଡା ମହୁଲଟିକ୍ରାରେ କୃଷକ ସଂଗଠନର ବୈଠକ
ଆଜି ବୁଧବାର ମଧ୍ଧାହ୍ନ ୧୨ଟା ସମୟରେ ଅତାବିରା ବ୍ଲକ ଅଧିନ କୁଲୁଣ୍ଡା ପଂଚାୟତ ମହୁଲଟିକ୍ରା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ସମଲେଶ୍ବରୀ କୃଷକ କ୍ଲବ ସଭାପତି ସୁବାଷ ପ୍ରଧାନକଂ ସଭାପତିତ୍ବରେ |ଏହି ବୈଠକରେ ଆସନ୍ତା ଧାନ ବିକ୍ରି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା |ଖୁବଶ୍ରୀଘ୍ର ମାର୍କେଟ ଖୋଲବା ପାଇଁରତ୍ନାକର ସାହୁ,ନାରାୟଣ ସାହୁ,ଶିବ ପ୍ରଧାନ,ବିବେକା ପ୍ରଧାନ,ସଂଜିବ ସାହୁ,ଭଂଜନ ବାରିକ ,ଯୋଗିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗକରିଥିଲେ | ଶେଷରେ ମହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |