ବିଜେପୁର: ତାଳପଦର ୟୁନିଅନ ବ୍ୟାଙ୍କର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି
ତାଳପଦର ୟୁନିଅନ ବ୍ୟାଙ୍କର ସଚେତନତା ଅଭିଯାନ ସତର୍କତା ଆମର ମିଳିତ ଦାୟୀତ୍ୱ” – SHG ମହିଳା ଓ ଗ୍ରାମବାସୀଙ୍କୁ ବ୍ୟାଙ୍କ ଲେନଦେନର ସଠିକ୍ ପ୍ରକ୍ରିୟା ବିଷୟରେ ପରାମର୍ଶ ତାଳପଦର ପଂଚାୟତ ଅଫିସ ପ୍ରାଙ୍ଗଣରେ ୟୁନିଅନ ବ୍ୟାଙ୍କ ତାଳପଦର ଶାଖାର “ସତର୍କତା ଆମର ମିଳିତ ଦାୟୀତ୍ୱ” ଶୀର୍ଷକରେ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସୁବିଧା ସହଜ ଓ ଡିଜିଟାଲ୍ ହୋଇଥିବାରୁ ଗ୍ରାହକମା