ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁଧିଆବେଡା ଗ୍ରାମରେ ଜଣେ ମହିଳା ପୋଡ଼ି ହୋଇ ଗୁରୁତର ଅବସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଦୁଧିଆବେଡା ଗ୍ରାମର ରଞ୍ଜନ ବେହେରା ଙ୍କ ସ୍ତ୍ରୀ ଅଳକା ବେହେରା (୨୨) ଘରେ ସକାଳୁ ସ୍ଵାମୀ ଡିଉଟି କୁ ଯିବାପାଇଁ ଭୋରୁ ରୋଷେଇ ଘରେ ନିଆଁ ଚୁଲିରେ ଭଜା ଭାଜୁଥିବା ସମୟରେ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା ତାଙ୍କ ଚିତ୍କାର ସୁଣି ଘରଲୋକେ ଆସି ନିଆଁ ଲିଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନ