ସମ୍ବଲପୁର ମ୍ୟୁନିସିପାଲଟି: ଗୋଲବଜ଼ାର ଓ ସକ୍ଷୀପଡାରେ ଥିବା କିଛି ଦୋକାନରୁ ମହା ନଗର ନିଗମ ପକ୍ଷରୁ ପଲିଥିନ ବ୍ୟାଗ ଜବତ
ଆଜି ଗୋଲବଜ଼ାର ଓ ସକ୍ଷୀପଡାରେ ଥିବା କିଛି ଦୋକାନରୁ ମହା ନଗର ନିଗମ ପକ୍ଷରୁ ପଲିଥିନ ବ୍ୟାଗ ଜବତ କରାଯାଇଥିବା ସୂଚନା ମିଳିଛି l ସେପଟେ ଦୋକାନ ମାଲିକଙ୍କୁ ଏନେଇ ₹1000 ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସମସ୍ତ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ବନ୍ଦ କରିବାକୁ ତାଗିଦ କରାଯାଇଛି l ଏ ନେଇ ଆଜି ରାତି 7ଟାରେ ସୂଚନା ମିଳିଛି l