ରାୟଗଡା: କଲ୍ୟାଣସିଂପୁର ବ୍ଲକର ଚାଞ୍ଚଡା ସାହିରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ଚାଲି ଚାଲି ଗଲା ବେଳେ ରାସ୍ତାରେ ପ୍ରସବ ହେଲେ ଗର୍ଭବତୀ
Rayagada, Rayagada | Sep 10, 2025
ବୁଧବାର ଭୋରୁ କଲ୍ୟାଣ ସିଂପୁର ବ୍ଲକର ଚାଞ୍ଚଡା ସାହି ରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା, ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି, ଚାଲି...