ରାଉରକେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଉରକେଲା ଠାରେ ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଏଥିରେ ମୁଖ୍ୟ ଅତିଥି ରୂପେ ଅଖିଳ ଭାରତୀୟ ଜନଜାତି ଛାତ୍ର କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ ଉପସ୍ଥିତ ଥିଲେ। ନୂତନ ଦାୟିତ୍ବ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।