Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending
No video available

ସୁନ୍ଦରଗଡ ସହର: ଶଙ୍କରା ଖେଳ ପଡିଆରେ ପ୍ରଥମ ଭ୍ରମରବର ପଟେଲ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ରବିବାର ସନ୍ଧ୍ୟାରେ ଶଙ୍କରା ଖେଳ ପଡିଆଠାରେ ପ୍ରଥମ ଭ୍ରମରବର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୁରୁକୁଳ କଲେଜର ଅଧ୍ୟକ୍ଷ, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଡେପୁଟୀ କଲେକ୍ଟର ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଡେଙ୍ଗୀ ଭାଡ଼ି ଦଳ ବିଜୟୀ ହୋଇଥିଲା । ସମୁଦାୟ ୧୬ଟି ଦଳ ଏହି କ୍ରିକେଟ ପ୍ରତିଯୋଗିତାରେ ଭାଗ ନେଇଥିଲେ ।