କୋରାପୁଟ ସହର...ଆଜି ଦିନ ଏଗାର ଟା ବେଳେ ସେମିଳିଗୁଡ଼ା ବରିଷ୍ଠ ନାଗରିକ ସଂଘ ର ୨୦ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ମଲ୍ଟି ଫଙ୍କସନ ହଲ ପରିସର ସୋମବାର ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ଓଡିଶା ସରକାରଙ୍କ ସଡ଼କ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭରମ୍ବ କରିବା ସହ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ହେଉଛନ୍ତି ସମାଜ ର ମାର୍ଗ ଦର୍ଶକ ସେମାନଙ୍କ ବିନା କିଛି ସମ୍ଭବ ହୋଇପାରିବ ନାହିଁ। ତେଣୁ ସେମାନଙ୍କୁ ସର୍ବଦା ଅଗ୍ରାଧିକାର ଦେବା ଉଚିତ ବୋଲି ସେ କହିଥିଲେ। ସଂମ