ଝରିଗାଁ: ପାଉଁଜୋରି ରେ ପାଣି ମଟର ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚୋରାଳୀ ନାବାଳକଙ୍କ ଜୀବନଗଲା
ପାଉଁଜୋରି ରେ ପାଣି ମଟର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚୋରାଳୀ ନାବାଳକଙ୍କ ଜୀବନଗଲା :ଜମିରେ ପାଣି ମଢାଇବା ପାଇଁ ଥିବା ପାଣି ମଟରର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗାଈଚୋରାଳୀ ନାବାଳକର ଜୀବନ ଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି। ଚନ୍ଦାହାଣ୍ଡି ଥାନା ପାଟଖଲିଆ ପଞ୍ଚାୟତର ପାଉଁଜୋରୀ ଗାଁରେ। ମୃତ ନାବାଳକଙ୍କ ନାଁ ଅବିନ୍ଦ୍ର ଜାନୀ (୧୨)। ଏନେଇ ମୃତ ଅବିନ୍ଦ୍ରଙ୍କ ଦାଦା ବୁଟିଜାନୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି।