କୋଟପାଡ: ବୈପାରୀଗୁଡା ଠାରେ ପହଁଚିଲା ପଦଯାତ୍ରା, ରୋଜଗାର ସଂସ୍କାର, ଜୌବିକ କୃଷି ଓ ପରିବେଶ ସୁରକ୍ଷା ଦାବୀ ନେଇ ମାଲକାନଗିରରୁ ଆରମ୍ଭ ହୋଉଛି ପଦଯାତ୍ରା
Kotpad, Koraput | Oct 17, 2025 ରୋଜଗାର ସଂସ୍କାର, ଜୌବିକ କୃଷି ଓ ପରିବେଶ ସୁରକ୍ଷା ଦାବୀ ନେଇ ରାଜ୍ୟବ୍ୟପି ପଦଯାତ୍ରା ଆରମ୍ଭ ହୋଉଥିବା ବେଳେ ଆଜି ତଥା ଶୁକ୍ରବାର ଅପରାହ୍ନ ୨ ଟା ସମୟରେ ବୈପାରୀଗୁଡା ଠାରେ ପହଂଚି ଏହି ପଦ ଯାତ୍ରା l ଓଡ଼ିଶର ସୀମାନ୍ତ ଜିଲ୍ଲା ମାଲକାନଗିରିର ପଡିଆ ଠାରୁ ପୁରୀ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପଦଯାତ୍ରା l ହେଲେ ଆଜି ବୈପାରୀଗୁଡା ଠାରେ ପଦଯାତ୍ରା କରି ପହଞ୍ଚିଛନ୍ତି ଅଗ୍ରାମୀ ସ୍ଵେଛାସେବୀ ଅନୁଷ୍ଠାନ କର୍ମକର୍ତା ମାନେ l ସେମାନଙ୍କ ଦାବୀ ଅନୁଯାଇ ରୋଜଗାର ସଂସ୍କାର, ଜୌବିକ କୃଷି ଓ ପରିବେଶ ସୁରକ୍ଷା କୁ ନେଇ ସରକାରୀ ସ୍ତରରେ ଏକ ନିୟମ ଲାଗୁହେଉ l