ଗତ ତା 11.12.2025 ରିଖ ସନ୍ଧ୍ୟା 07.40 ଘଟିକରେ ଅଭିଯୋଗକାରି କାଳିଆ ବେହେରା, ପିତା- ମୃତ ଚେମୁରୁ ବେହେରା ଗ୍ରାମ, ଖଦାଳ ସାହି, ଥାନା – ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ ଙ୍କ ଲିଖିତ ରିପୋର୍ଟ ଉପରେ ଆଠମଲ୍ଲିକ ଥାନାରେ ଉକ୍ତ ମୋକଦ୍ଦମା ଟି ରୁଜୁ ହୋଇ ASI Nepal Patta ଙ୍କୁ ତଦନ୍ତ ଦାଇତ୍ଵ ଦିଆ ଯାଇଥିଲା । ଉକ୍ତ ମୋକଦ୍ଦମା ର ତଦନ୍ତ ସମୟରେ ଖଣ୍ଡହତା ଗ୍ରାମ ର ଅଭିଯୁକ୍ତ ଡିଲ ଖାନ ଓରଫ ଦିଲ୍ଲୀପ ଦିନ ଅଲ୍ଲୀ (40), ପିତା- ମୃତ କମୁରୁଦ୍ଦିନ ଅଲ୍ଲୀ, ଗ୍ରାମ- ଖଣ୍ଡାହତା, ଥାନା – ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ ଙ୍କୁ ସନ୍ଦେହ ରେ ଥାନାକୁ ଆଣି ପଚାରିବାରେ ସେ ନିଜ ଦୋଷ ସ୍ଵୀକାର