Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ପୋଲିସ ଦ୍ୱାରା କୁମ୍ଭାରପଡା ରୁ ଜଣେ ଲୁଟେରା ଗିରଫ

Sambalpur M, Sambalpur | Sep 18, 2025
ଟାଉନ ଥାନା ପୋଲିସ ଦ୍ୱାରା ଜଣେ ଲୁଟେରା ଗିରଫ କୁମ୍ଭାରପଡା ର ଏମଡି ସଦାମ ମିଳିଥିବା ସୂଚନା ଅନୁଯାଇ ଗତ 16 ତାରିଖ ମୁନସୀପାଲିଟି ସ୍ଥିତ ମୁଖ୍ୟ ଡାକଘରକୁ ରଂଜିତ ପଣ୍ଡା ନାମକ ଜଣେ ବ୍ୟକ୍ତି ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ଉକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ଭୟଭିତ କରାଇ 7 ହଜାର 7ସହ ଟଙ୍କା ଲୁଟ କରି ଫେରାର ମାରିଥିଲା l ପୋଲିସ ଉକ୍ତ ଅଭିଯୁକ୍ତ କୁ ଆଜି ଅପରାହ୍ନ 4ଟାରେ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l

MORE NEWS