କେନ୍ଦ୍ରାପଡା: ଇନ୍ଦୁପୁର ବିରୂପାନଦୀରେ ଅଘଟଣ,ବୃଦ୍ଧା ଭାସିଯାଇ ନିଖୋଜ,ବରୀ ଅଗ୍ନିସମ ସଂସ୍ଥା,ନିକିରାଇ ପୁଲିସ ଉପସ୍ଥିତିରେ ନଦୀରେ ଉଦ୍ଧାର କାର୍ଯ୍ୟଜାରି।
Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଠାରେ ପ୍ରବାହିତ ବିରୂପା ନଦୀରେ ଅଘଟଣ l ସ୍ଥାନୀୟ ସିଂହସାହିର ଜଣେ ପଚସ୍ତରୀ ବର୍ଷ ବୟସ୍କ ବୃଦ୍ଧା ଗାଧୋଉଥିବା...