ଚମ୍ପୁଆ: ଭିଜିଲାନ୍ସ ଜାଲରେ ଚମ୍ପୁଆ ନିକଲସନ ବନ ବିଦ୍ୟାଳୟ ର କିରାଣୀ ରୂପଚାନ୍ଦ ନାଏକ ଅବସର କିରାଣୀ କଂ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରଛି
Champua, Kendujhar | Sep 10, 2025
ଆଜି ପ୍ରାୟ ଏଗାରଟା ବେଳେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚମ୍ପୁଆ ନିକଲସନ ବନ ବିଦ୍ୟାଳୟ ର କିରାଣୀ ରୂପଚାନ୍ଦ ନାଏକ ତିରିଶ...