କଟକ ପୌରାଞ୍ଚଳ: ଆଠଗଡ ରାଧାଗୋବିନ୍ଦପୁର ଗ୍ରାମରେ ଜମିବାଡ଼ି ବିବାଦରୁ ହଣାକଟା, ଜ୍ୱାଇଁର କଟୁରୀ ଚୋଟରେ ଶାଶୁ ଗୁରୁତର ଓ ୨ ଶଳା ଆହତ
Cuttack M Corp PS, Cuttack | Aug 6, 2025
କଟକ ଜିଲ୍ଳା ଆଠଗଡ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା ହୋଇଛନ୍ତି। ଜ୍ଵାଇଁର କଟୁରୀ ଚୋଟରେ...