ଅତାବିରା: ଅତାବିରା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଅତାବିରା ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଠାରେ ଚାଳିଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ରବିବାର ଅପରାହ୍ନ ୩ଟାରେ ଉଦଯାପିତ ହୋଇ ଯାଇଅଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ନ ,ଡିଇଓ ଜ୍ୟୋତିକାନ୍ତ ସାହୁ,ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ,ବିଇଓ ମିଶ୍ରାଣୀ କୁମ୍ଭାର ,ଏବିଇଓ କାର୍ତ୍ତିକ ବାଗ,ଡିପିଓ ଜ୍ୟୋତି ପ୍ରଧାନ ,ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ହରପାଲ,ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଯୋଗଦେଇଥିଲେ