କୋମନା: ନୂଆପଡ଼ା ଗସ୍ତରେ ଆସି ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି
Komna, Nuapada | Oct 6, 2025 ଆଜି ଦିନିକିଆ ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଥିଲେ। ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ନୂଆପଡା ବାସୀଙ୍କୁ ଭେଟି ଦେଲା ପରେ ଦିନ ୨ଟା ସମୟରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।