Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ତମାଣ୍ଡୋ: ତମାଣ୍ଡୋ ବଜାରରେ ପାନ ଦୋକାନର ତାଲା ଭାଙ୍ଗି ଚୋରି ଉଦ୍ୟମ ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Tamando, Khordha | Apr 12, 2025
ତମାଣ୍ଡୋ ବଜାରରେ ପାନ ଦୋକାନର ତାଲା ଭାଙ୍ଗି ଚୋରି ଉଦ୍ୟମ ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ | ତମାଣ୍ଡୋ ବଜାରରେ ଥିବା ଏକ ପାନ ଦୋକାନରୁ ତାଲା ଭାଙ୍ଗି ଚୋରି ଉଦ୍ୟମ ଘଟଣା | ଆଜି 4.23ରେ ଅଭିଯୁକ୍ତ ଦୀପକ ବଳ କୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ | ତା ନିକଟରୁ ଲକ ଭଙ୍ଗା ସାମଗ୍ରୀ ଜବତ କରିଛି ପୋଲିସ | ଅଭିଯୁକ୍ତ ଦୀପକ ନାଁରେ ପୂର୍ବରୁ ତମାଣ୍ଡୋ ଥାନାରେ ମାମଲା ଥିବା କଥା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ |

MORE NEWS