କୋଟପାଡ: କୋଟପାଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କର୍ଯ୍ୟ ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ଉନ୍ନୟନ ଅଧିକାରୀ
Kotpad, Koraput | Oct 14, 2025 କୋଟପାଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କର୍ଯ୍ୟ ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ଉନ୍ନୟନ ଅଧିକାରୀ- ତଥା ଏକଜ୍ୟୁକେଟିଭ୍ ଅଫିସର, ଜିଲ୍ଲା ପରିଷଦ, କୋରାପୁଟ l ମଙ୍ଗଳ ବାର ମଧ୍ୟହ୍ନ ବାରଟା ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ କୋଟପାଡ଼ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କର୍ଯ୍ୟ ତଦାରୋକ କରିଛନ୍ତି l ବ୍ଲକର ବିଭିନ୍ନ ପଂଚାୟତ ରେ ଚାଲିଥିବା ରାସ୍ତା ନିର୍ମାଣ, ପୋଖରୀ ପୁନଃ ଉଦ୍ଧାର, ବ୍ରିଜ ନିର୍ମାଣ ଆଦି ତଦାରୋକ କରିଥିବା ବେଳେ ବ୍ଲକ କର୍ଯ୍ୟଳୟ ପରିସରରେ ସମସ୍ତ ବିଭାଗୀୟ ଅଧିକାରଙ୍କୁ ନେଇ ଉନ୍ନୟନ ମୂଳକ କର୍ଯ୍ୟ ର ସମୀକ୍ଷା କରିଥିଲେ l କୋଟପାଡ଼ ଗୋ