ଓରିଏଣ୍ଟ: ସାହାଜବାହାଲ JSW ତାପଜ ବିଦ୍ୟୁତ କେନ୍ଦ୍ର ପକ୍ଷରୁ ନିର୍ମାଣ କରାଯାଉଥିବା ରାସ୍ତାକୁ ସାହାଜବାହାଲବାସୀଙ୍କ ବିରୋଧ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସାହାଜବାହାଲ ସ୍ଥିତ JSW ତାପଜ ବିଦ୍ୟୁତ କେନ୍ଦ୍ର ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ରସ୍ତାକୁ ସାଜାହାଜବାହାଲ ଗ୍ରାମବାସୀ ବିରୋଧ କରିଛନ୍ତି l ବିରୋଧ କରିବା ସମୟରେ କମ୍ପାନୀର ସୁରକ୍ଷାକର୍ମିଙ୍କ ସହିତ ବଚସା ହେବା ବେଳେ ସୁରକ୍ଷା କର୍ମିଙ୍କ ଠେଲାପେଲାରେ ଗ୍ରାମର ମହିଳା ମାନେ ପଢିଯିବାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇପଡିଥିବା ଜଣାପଡିଛି । ଉତ୍ୟକ୍ତ ଲୋକେ କମ୍ପାନୀ ଭିତରକୁ ପଶି ଭଙ୍ଗା ରୁଜୁ ମଧ୍ୟ କରିଥିବା ସୂଚନା ମିଳିଛି l ଏନେଇ ବନହରପାଲି ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଳା ରୁଜୁ ହୋଇ ତଦନ୍ତ ଜାରିଥିବା ଥାନା ଅଧିକାର