ବୀରମିତ୍ରପୁର: ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କନ୍ଦରକେଲା ପରିସରରେ SCERT ଦ୍ୱାରା ପରିଚାଳିତ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
ନୂଆଗାଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କନ୍ଦରକେଲା ପରିସରରେ SCERT ଦ୍ୱାରା ପରିଚାଳିତ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ନୂଆଗାଁ ବିଇଓ ସାଲଗିମନି ଟୁଡୁ ଯୋଗ ଦେଇଥିବାବେଳେ ସାନମାନିତା ଅତିଥିଭାବେ ନୂଆଗାଁ ଜିଲ୍ଲା ପରିଷଦ କ ଜ୍ୟୋତି ଦଳରସା ଟେଟେ, ବ୍ଲକ ନୋଡାଲ ଅଫିସର ପ୍ରକାଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବିଦ୍ୟ