ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ଭିତରେ ଗୁପ୍ତ କ୍ୟାମେରା ବ୍ୟବହାର କରୁଥିବା ବେଳେ ପୋଲିସ ହାତରେ ଧରାପଡିଲେ ଭକ୍ତ l
Puri M, Puri | Aug 27, 2025
ପୁଣି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା। ହିଡେନ୍ କ୍ୟାମେରା ରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ଧରାପଡ଼ିଛନ୍ତି ଜଣେ ବ୍ୟକ୍ତି।...