ପବିତ୍ର ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଚାନ୍ଦବାଲି ସହର ।ବୁଧବାର ପୂର୍ବନ୍ନ 10 ଟାରୁ ମା କାଳୀଙ୍କ ପଡିଆରେ ଚାଲିଛି ସ୍ବତନ୍ତ୍ର ପୂଜା ଅର୍ଚ୍ଚନା । ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଉଛି ସହର ଠୁ ଗାଁ, ଚାନ୍ଦବାଲି ସହରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରା ଯାଇଛି । ପ୍ରତି ପଂଚାୟତ ସ୍ଥରରେ ଶ୍ରୀ ରାମ ଭବ୍ୟ ରଥ ବାହାରି ଭଦ୍ରକ ଅଭୁମୁଖେ ଯାତ୍ରା କାରିଛି l