ଖଜୁରୀପଡା: ଖଜୁରୀପଡା ସରସ୍ବତୀ ଶିଶୁ ମନ୍ଦିର ଠାରେ ଗୁରୁଦିବସ ପାଳିତ
ଖଜୁରୀପଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଆଜି ତାରିଖ 5/9/2024 ସକାଳ ସାତ ଘଟିକା ବେଳେ ଗୁରୁଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ଶିକ୍ଷକ ଲଳିତ ପ୍ରଧାନ। ପ୍ରଧାନ ଆଚାର୍ଯ୍ୟ ପାର୍ଥ ସାରଥୀ ପ୍ରଧାନ, ଅନୁସୟା ଶତପଥି, ତୃପ୍ତିରାଣୀ ଶାସମାଲ, ସସ୍ମିତା ସାହୁ, ରତ୍ନାକର କଁହର, ଗୋପାଳ କୃଷ୍ଣ ଷଡ଼ଙ୍ଗୀ, ସବିତା ଶତପଥି, ସାଗରୀକା ପଣ୍ଡା, ସରୋଜା ତ୍ରିପାଠୀ ଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ।