#ଜିଲ୍ଲାସ୍ତରୀୟ_ପିଏମଶ୍ରୀ_ଉତ୍ସବ_ପାଳନ_ଉପଲକ୍ଷେ ପ୍ରସ୍ତୁତି_ବୈଠକ କୋରାପୁଟ ସହର...ଆଜି ଦିନ ଏକ ଘଣ୍ଟା ସମୟରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ପିଏମଶ୍ରୀ ଉତ୍ସବ ପାଳନ ଉପଲକ୍ଷେ ସବିଶେଷ ରିପୋର୍ଟ ଉପସ୍ଥାପନା କରିଥିଲେ। ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ପରବ ପଡିଆ ଠାରେ ଜି