ଅନୁଗୋଳ: ଆସନ୍ତାକାଲି ଜିଲ୍ଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Anugul, Angul | Oct 24, 2024 ଆସନ୍ତାକାଲି ଅନୁଗୋଳ ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୟାର୍ଣ୍ଣି ଜାରୀ କଲା ପାଣିପାଗ ବିଭାଗ l ତେବେ ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ଆଜି ଅର୍ଥାତ ଗୁରୁବାର ଅପରାହ୍ନ ଗୁଟେ ସମୟରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଏଥି ନିମନ୍ତେ ଜନ ସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ସହିତ ପ୍ରଶାସନ ସତର୍କ ରହିବାକୁ ସୂଚନା ଦିଆଯାଇଛି