ମହାନଗର ନିଗମ ଅନ୍ତର୍ଗତ ପିଏଚଡ଼ି ପଡିଆରେ ବୁଧବାର ରାତି 7ଟାରେ ଜିଲ୍ଲା ପ୍ରଶାସନ ତରଫରୁ ୟୁଥ ଫେଷ୍ଟିଭାଲ ଅନୁଷ୍ଠିତ ହେଇଯାଇଛି ଳ ଏହି ଅବସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟା, ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରି ନାଏକ,ଜିଲ୍ଲାପାଳ, ଏସପି, ମହାନଗର ନିଗମ କମିଶନର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରେ କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l