ବୌଦ୍ଧ ସଦର: ସରସରା ଗ୍ରାମରେ ପ୍ରସିଦ୍ଧ କୈଳାଶୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି
ଆଜି ସନ୍ଧ୍ୟା ୬. ୩୦ସମୟରେ ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ପ୍ରସିଦ୍ଧ କୈଳାଶୀ ଯାତ୍ରା ଧୂମଧାମ ସହିତ ପାଳିତ ହୋଇଯାଇଛି l ପ୍ରଥମେ ଗ୍ରାମର ନୂଆସାହି ଠାରେ ଥିବା କୈଳାଶୀ ଗୁଢୀରେ ଢୋଲ, ନିଶାଣ ଓ ଘୁକୁରୁ ହାଣ୍ଡି ବାଦ୍ୟରେ ପୂଜା ଅର୍ଚନା ପରେ l କୈଳାଶୀ ନୃତ୍ୟ ମାଧ୍ୟମରେ ଭକ୍ତ ମାନଙ୍କୁ କାଲିସି ଲାଗିଥିଲା ଓ ସେମାନେ କାଳିସୀ ନୃତ୍ୟ ପରିବେଷଣ କରିବା ସହତ l ଗ୍ରାମ ପରିକ୍ରମା ଗ୍ରାମର ମହିଳା ମାନେ ଠକୁକୁ ମୁଣ୍ଡରେ ମୁଡଇ ପରେ ଗ୍ରାମର ଶେଷ ମୁଣ୍ଡରେ ଥିବା ପୋଖରୀ ବିସର୍ଜନ କରିଥିବାର ଦେଖିବାକୁ ମିଳିଥିଲା l