ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୁକୁର ଆତଙ୍କ ମଧ୍ୟ ବୃଦ୍ଧି ପାଉଛି। ଗାଈଗୋରୁ ଛେଳି ମେଣ୍ଢା କୁକୁଡା ମଣିଷକୁ ମଧ୍ୟ ଆକ୍ରମଣ କରି ଲହୁ ଲୁହାଣ କରୁଛନ୍ତି। କିଛି ଗାଇ ଓ ଗୋଡେଇ ଗୋଡେଇ ଜୀବନ ରେ ମାରି ଦେଇଥିବା ନଜରକୁ ଆସିଛି।ଆଜି ଏଭଳି ଘଟଣା କିଡିଙ୍ଗ ଠାରେ ଘଟିଛି। ସୁଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଠାରେ ଜଣେ ଶିଶୁ ଦୋକାନ କୁ ଯିବା ସମୟରେ କାମୁଡ଼ି ଥିବା ବେଳେ ଘରେ ଥିବା ଜଣେ ଅସହାୟ ବୃଦ୍ଧ ବୋଟୋ ମାଝୀ , କ୍ଷେତ୍ର ଗଉଡ ଓ ଆଉ ଜଣେ ବୃଦ୍ଧା ସମେତ କାନ୍ଚିଳି ଠାରେ ମଧ୍ୟ କାମୁଡ଼ି ଥିବା ସୁଚନା