ଅମ୍ବାଭୋନା: ଲଖନପୁର ସୋସାଇଟି ପ୍ରାଙ୍ଗଣରେ ବାରପାହାଡ଼ କୃଷକ ସଂଗଠନ, ଚାଷୀ ଓ ସୋସାଇଟି ସଭାପତିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ
Ambabhona, Bargarh (Baragarh) | Aug 10, 2025
ଗତ ତା.୦୭.୦୮.୨୦୨୫ ରିଖରେ ବାରପାହାଡ କୃଷକ ସଂଗଠନ ଲଖନପୁର ଖରିଫ ଋତୁରେ ସରକାର ଘୋଷଣା କରିଥିବା ଧାନବିକ୍ରି ପଞ୍ଜିକରଣ ରେ ଥିବା ଜଟିଳ ସମସ୍ୟା...