ଢେଙ୍କାନାଳ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକତା ପଦଯାତ୍ରାକୁ ନେଇ ସାଂସଦଙ୍କ ପ୍ରତିକ୍ରିୟା
ଆଗକୁ ଜିଲ୍ଲାରେ ହେବାରୁଥିବା ଏକତା ପଦଯାତ୍ରାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକର ସାଂସଦ ଆଜି ଅପରାହ୍ନ ୫ଟାରେ ପ୍ରତିକ୍ରିୟାରେ ଯାହା ପ୍ରକାଶ କରିଛନ୍ତି।