ପାଟଣାଗଡ: ବରବାହାଲ ରେ ରାସ୍ତା କଡ଼ ର ଏକ ଗଛରେ ଯୁବକ ର ଝୁଲନ୍ତା ମୃତ ଦେହ ଉଦ୍ଧାର
ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବରବାହାଲ ର କ୍ଷେତ୍ର କରୁଆ ଗତକାଲି ବଜାରକୁ ଆସି ଘରକୁ ଫେରି ନଥିଲା । ଆଜି ସକାଳ ତାର ମୃତ ଦେହ ରାସ୍ତା କଡରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର ହୋଇ ଥିଲା ପୋଲିସ ଘଟଣାର ଖବର ପାଇ ବୁଧବାର ପୂର୍ବାହ୍ନରେ ରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।