ଠକେଇ ର ଶିକାର ହୋଇଥିବା ଲୋକମାନେ ଟଙ୍କା ଫେରାଇବା ଦାବି ନେଇ ଆଜି ବୁର୍ଲା ଅଂଚଳ ର କିଛି ଲୋକ ହେଲେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1ଟା ସମୟରେ ବୁର୍ଲା ଅଂଚଳ ର ଲୋକ ମାନେ ନିଜ ଟଙ୍କା ଫେରି ପାଇବା ପାଈଁ ଜିଲ୍ଲା ପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ l ଝାଡୁଦାର ଚାକିରି ପାଈଁ ଏକ ମିଛ କମ୍ପାନୀ ତାଙ୍କ ଠାରୁ ବ୍ୟାପକ ମାତ୍ରାରେ ଟଙ୍କା ନେଇଥିଲା l ଚାକିରି ଦେବା ନା ରେ କୋଟି କୋଟି ଟଙ୍କା ଠକେଇର ଶିକାର ହୋଇଥିଲେ ଏହି ଲୋକମାନେ l