ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୬ର ଏକତା କ୍ଲବ ନିକଟ ବସ୍ତିର ସଂଗ୍ରାମ ଲଖୁଆ ବସ୍ତିର ଅନ୍ୟତମ ନିବାସୀ ପାଣ୍ଡୁ ଓ ତାଙ୍କ ସ୍ତ୍ରୀ ନାମରେ ସେକ୍ଟର ୭ ଥାନାରେ ଅଭିଯୋଗ ka
ଅକ୍ଟୋବର ୧୮ ତାରିଖ ଅପରାହ୍ନ ପ୍ରାଉ ୧୨ta୩୦, ମିନିଟରେ ସେକ୍ଟର ୬ର ଏକତା କ୍ଲବ ନିକଟ ବସ୍ତିର ସଂଗ୍ରାମ ଲଖୁଆ ସେହି ବସ୍ତିର ଅନ୍ୟତମ ବାସିନ୍ଦା ପାଣ୍ଡୁ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସେକ୍ଟର ୭ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କି ,ବାଣ ଫୁଟାକୁ କେନ୍ଦ୍ର କରି ପାଣ୍ଡୁ ଓ ତାଙ୍କ ସ୍ତ୍ରୀ ତଥା ପରିବାରର ଅନ୍ୟାନ୍ୟ ଲୋକମାନେ ମିଶି ସଂଗ୍ରାମ ଲଖୁଆର ୨୦ବୟସ୍କା ନାତୁଣୀ ଝିଅକୁ ଖୁବ ମାଡ଼ ପିଟ କରିବାରୁ, ଝିଅଟିର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ, VCR ଭ୍ୟାନକୁ ଡାକି, ଝିଅକୁ ରାଉରକେଲା ସରକାରୀ ହସ୍ପିଟାଲ ନେଇ ଚିକିତ୍ସା କରାଇ, ଘରକୁ ଆଣିଲେ, କିନ୍ତୁ କିଛି ସମୟ ପରେ ଭୟଙ୍କର bind,